You are currently viewing 📙ଶ୍ରୀମଦ୍ ଭାଗବତ ଗୀତା Texts ❤⃝✮᭄͢𝑪𝒉𝒊𝒏𝒎𝒂𝒚235 ⃟🤴─❥ – ShareChat
ଶ୍ରୀମଦ୍-ଭାଗବତ-ଗୀତା-Texts-⃝✮᭄͢𝑪𝒉𝒊𝒏𝒎𝒂𝒚-⃟─❥-ShareChat

📙ଶ୍ରୀମଦ୍ ଭାଗବତ ଗୀତା Texts ❤⃝✮᭄͢𝑪𝒉𝒊𝒏𝒎𝒂𝒚235 ⃟🤴─❥ – ShareChat

  • Post category:Odia Status

*💌ଆଜିର ଭାଗବତ ବାଣୀ💌*
*🦚ତାରିଖ : ୦୨-୦୬-୨୦୨୧🦚*
*✤• • • • • • ✤ • • • • • • ✤• • • • • • ✤*

*ଜୀବ ଅଜ୍ଞାନରେ ମୋହିତ ହୋଇ ରହୁଛି ଏବଂ ସଂସାରଚକ୍ରରେ ଘୁରି ଘୁରି ସଦାସର୍ବଦା ସର୍ବତ୍ର ସୁଖ ଓ ଦୁଃଖ ଭୋଗ କରୁଛି । ନିଜର ଆତ୍ମା ସୁଖଦୁଃଖ ଦିଏ ନାହିଁ, କି ଅନ୍ୟ କେହି ବି ଦିଏ ନାହିଁ । ଅଜ୍ଞାନୀ ଲୋକ ହିଁ ନିଜକୁ ଅଥବା ଅନ୍ୟକୁ ସୁଖଦୁଃଖର କର୍ତ୍ତା ବୋଲି ଭାବେ । ଏହି ଜଗତ୍ ହେଉଛି ସତ୍ତ୍ବ, ରଜ ଆଦି ଗୁଣମାନଙ୍କର ସ୍ବାଭାବିକ ପ୍ରବାହ । ଏକମାତ୍ର ପରିପୂର୍ଣ୍ଣତମ ଭଗବାନ୍ ହିଁ କାହାରି ସହାୟତା ବିନା, ନିଜର ଆତ୍ମାରୂପିଣୀ ମାୟାଦ୍ବାରା ସମସ୍ତ ପ୍ରାଣୀଙ୍କୁ ତଥା ସେମାନଙ୍କ ପାଇଁ ବନ୍ଧନ, ମୋକ୍ଷ ଓ ସୁଖ-ଦୁଃଖାଦି ମଧ୍ୟ ସୃଷ୍ଟି କରନ୍ତି । ତାହାଙ୍କର ମାୟାଶକ୍ତିର କାର୍ଯ୍ୟ ପାପ ଓ ପୁଣ୍ୟ ହିଁ ପ୍ରାଣୀମାନଙ୍କର ସୁଖ-ଦୁଃଖ, ହିତ-ଅହିତ, ବନ୍ଧନ-ମୋକ୍ଷ , ଜନ୍ମ-ମୃତ୍ୟୁ ଓ ସଂସାରବନ୍ଧନର କାରଣ ହୋଇଥାନ୍ତି ।*

*।। ୬/୧୭/୧୮-୨୩ ।।*

*🌹🌳🔘ଶ୍ରୀ ଜଗନ୍ନାଥ ଶରଣଂ🔘🌳🌹*
#📙ଶ୍ରୀମଦ୍ ଭାଗବତ ଗୀତା #🧘‍♂️ଆଧ୍ୟାତ୍ମ

📙ଶ୍ରୀମଦ୍ ଭାଗବତ ଗୀତା Texts ❤⃝✮᭄͢𝑪𝒉𝒊𝒏𝒎𝒂𝒚235 ⃟🤴─❥ – ShareChat
#ଶରମଦ #ଭଗବତ #ଗତ #Texts #𝑪𝒉𝒊𝒏𝒎𝒂𝒚235 #ShareChat

More on Sharechat